ବାଲେଶ୍ବରରେ ଏସଏଚଜି ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଉଲ କଣ୍ଢେଇ । ଦିନକୁ 2ରୁ 4 ଘଣ୍ଟା ସମୟ ଦେଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା ।