ସୁପର ସ୍ପେସାଲିଟି ହସ୍ପିଟାଲ ଦ୍ୱାରା ସମ୍ବଲପୁର ସମେତ 13ଟି ଜିଲ୍ଲା ଏବଂ ଛତିଶଗଡ଼, ଝାଡ଼ଖଣ୍ଡ ବାସିନ୍ଦା ଏହି ପ୍ରକଳ୍ପ ଦ୍ୱାରା ଅତ୍ୟନ୍ତ ଲାଭବାନ ହେବେ ।