ଦୀର୍ଘ 11 ବର୍ଷ ପରେ ସୁବର୍ଣ୍ଣପୁରର ବହୁ ଚର୍ଚ୍ଚିତ ଡାକ୍ତର ଦୁର୍ବାଦଳ ମିଶ୍ର ହତ୍ୟାକାଣ୍ଡର ଆସିଲା ରାୟ । ଦୁଇ ଅଭିଯୁକ୍ତକୁ ଆଜୀବନ କାରଦଣ୍ଡ ।