୪ ବିଭାଗର ୪ ପ୍ରସ୍ତାବକୁ କ୍ୟାବିନେଟ ମୋହର। ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ।