ରଥଯାତ୍ରା 2025 ସମନ୍ଵୟ ବୈଠକରେ କୋଭିଡ ମୁକାବିଲା ପାଇଁ ଆଇନ ମନ୍ତ୍ରୀଙ୍କ ପରାମର୍ଶ । ମାସ୍କ ପିନ୍ଧିବା ହାତ ଧୋଇବାକୁ ନିବେଦନ କଲେ ମନ୍ତ୍ରୀ ।