ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ । ଶ୍ରୀମନ୍ଦିରରେ ଅଣସର ନୀତି ଆରମ୍ଭ ହୋଇଛି ।