ପରଦାରେ ସବ୍ୟସାଚୀଙ୍କ 'ଅନନ୍ତା', ନିର୍ମାତା ସାଜିଲେ ଅର୍ଚ୍ଚିତା, ପ୍ରଶଂସାରେ ଦର୍ଶକ
2025-06-13 2 Dailymotion
୪୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ସବ୍ୟସାଚୀଙ୍କ 'ଅନନ୍ତା' । ଏହି ଫିଲ୍ମ ସହ ନିର୍ମାତା ଭାବେ ଡେବ୍ୟୁ କଲେ ଅର୍ଚ୍ଚିତା । ଓଡ଼ିଆ ପୁଅର ସମର୍ପଣର କାହାଣୀ ଦେଖି ଭାବୁକ ହେଲେ ଦର୍ଶକ ।