Surprise Me!

ପାରମ୍ପରିକ ପିଠାରେ ମହକିଲା ବାଲେଶ୍ବର ସହର

2025-06-13 10 Dailymotion

ବାଲେଶ୍ୱରରେ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀଙ୍କ ଦ୍ୱାରା ପିଠା ତିଆରି ପ୍ରତିଯୋଗିତା । ମାଣ୍ଡିଆ ପୋଡ଼ପିଠା କରି ପ୍ରଥମ ସ୍ଥାନ ଅଧିକାର କଲା ଭାଗ୍ୟଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ।

Buy Now on CodeCanyon