ବାପାଙ୍କ ଅନ୍ତିମ ସତ୍କାର ସାରି ଫେରୁଥିବା ପୁଅର ମୃତ୍ୟୁ, ଅନ୍ତିମ ଯାତ୍ରାବେଳେ ସାଙ୍ଗରେ ଥିଲେ ବନ୍ଧୁ
2025-06-14 0 Dailymotion
ୟୁକେରେ ରୋଷେୟା ଭାବେ କାମ କରୁଥିବା ରାଜସ୍ଥାନ ଉଦୟପୁରର ଦୁଇ ବନ୍ଧୁ ପ୍ରକାଶ ଚନ୍ଦ୍ର ମେନାରିଆ ଏବଂ ବୃଦ୍ଧି ଚନ୍ଦ୍ର ମେନାରିଆ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଗଲେ।