ମହେଶ କୁମାର ଅଲ୍ ଇଣ୍ଡିଆ ଟପ୍ପର। neet.nta.nic.inରୁ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ। ମେ 4ରେ ଗୋଟିଏ ସିଫ୍ଟରେ 20୨୦ ଲକ୍ଷ ପିଲା ଦେଇଥିଲେ ପରୀକ୍ଷା।