ମହାନଦୀରେ ଚାଲିଛି ବେଆଇନ ବ୍ଲାଷ୍ଟିଂ । ଫଳରେ ମାଛ ମରି ଭାସୁଛନ୍ତି । ଦୂଷିତ ହେଉଛି ମହାନଦୀ ଜଳ । ମାଛ ହ୍ରାସ ପାଉଥିବାରୁ ଚିନ୍ତାରେ ବୌଦ୍ଧ ମତ୍ସ୍ୟଜୀବୀ ।