ପରଦାରେ ରାଜ୍ କରୁଛି ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୂତ' । ଫିଲ୍ମ ରିଲିଜର 4 ଦିନରେ ଦମଦାର ପ୍ରଦର୍ଶନ ସହ 2 କୋଟିରୁ ଅଧିକ ଆୟ କରି ଇତିହାସ ରଚିଛି ।