ଆଜି ସୁଦ୍ଧା ଜିଲ୍ଲାରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା 17 ଶହ ପାର । 15 ଶହରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଗ୍ରାଉଣ୍ଡରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ।