ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନକୁ ନେଇ ସତର୍କ ସରକାର । ପାଣି ଓ ଖାଦ୍ୟ ଆଦି ଯାଞ୍ଚ ହେବ । ସ୍କୁଲ ବନ୍ଦକୁ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ।