ରାୟଗଡା ଜିଲ୍ଲା କାଶୀପୁରରେ ଜାତିପ୍ରଥାର କରୁଣ ଦୃଶ୍ୟ । ଝିଅ ଅନ୍ୟ ଜାତି ପୁଅକୁ ବିବାହ କରିବାରୁ ଶୁଦ୍ଧି ହେଲେ ପରିବାର।