ବୌଦ୍ଧ ଜିଲ୍ଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରଥମ ଟ୍ରେନ୍ ସେବା । ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣାକଟକ ନୂତନ ରେଳ ଲାଇନକୁ ଉଦଘାଟନ କରିଛନ୍ତି ।