ରାଜ୍ୟରେ ବଢ଼ୁଛି ଡାଇରିଆ ପ୍ରକୋପ । ସତର୍କତାମୂଳକ ପଦକ୍ଷପ ସହ ସମ୍ବଲପୁରରେ ବିଭିନ୍ନ ଦୋକାନ ଓ ହୋଟେଲରେ ଖାଦ୍ୟ ନିରାପତ୍ତା ବିଭାଗର ଚଢଉ ।