Surprise Me!

ଗୋପାଳପୁରରେ କଂଗ୍ରେସ ଫ୍ୟାଟ ଫାଇଣ୍ଡିଂ ଟିମ୍

2025-06-21 9 Dailymotion

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କଲା କଂଗ୍ରେସର ଫ୍ୟାଟ ଫାଇଣ୍ଡିଂ ଟିମ୍ । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି କହିଲା ଦଳ ।

Buy Now on CodeCanyon