ଆକ୍ଵାଟିକ ଚାମ୍ପିୟନସିପରେ ଚମକିଲେ ସୃଷ୍ଟି, ଜିତିଲେ ସ୍ବର୍ଣ୍ଣ, ଲକ୍ଷ୍ୟ ଅଲିମ୍ପିକ୍ସ
2025-06-23 2 Dailymotion
କଳିଙ୍ଗ ଷ୍ଟାଡିୟମରେ ୭୮ତମ ସିନିୟର ନ୍ୟାସନାଲ ଆକ୍ଵାଟିକ ଚାମ୍ପିୟନସିପ୍ । ୧୩ ଜିଲ୍ଲାରେ ସୁଇମିଂ ପୁଲ୍ କମ୍ପ୍ଲେକ୍ସ ନିର୍ମାଣ ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଘୋଷଣା ।