କଟକ ଜିଲ୍ଲା ନିଆଳି ବ୍ଳକର ସେକ୍. ଅବଦୁଲ ବାରି । 20 ବର୍ଷ ହେଲା ରକ୍ତଦାନ କରି ଆସୁଛନ୍ତି । ମୁସଲମାନ ହୋଇଥିଲେ ମଧ୍ୟ ହିନ୍ଦୁ ଧର୍ମଗ୍ରନ୍ଥ ନିର୍ଭୁଲ ଭାବେ ପଢିପାରୁଛନ୍ତି ।