ଆଶ୍ରୟସ୍ଥଳୀର 104 ଅନ୍ତେବାସୀ ପାନପୋଷ ଉପ ଜିଲ୍ଲାପାଳଙ୍କ ନିକଟକୁ ଆସି ଆଲୋଚନା ନକରିବା ପର୍ଯ୍ୟନ୍ତ ନଖାଇ ନପିଇ ପ୍ରତିବାଦ କରିବେ ବୋଲି କହିଛନ୍ତି l