ଭୁବନେଶ୍ବର କଳ୍ପନା ସ୍ଥିତ ମାଆ ତାରିଣୀ ବସ୍ତ୍ରାଳୟ ଲୁଗା ଗୋଦାମରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ।