ରଥଯାତ୍ରାରେ ଗୁଳୁଗୁଳିକୁ ଭିତରେ 375 ଭକ୍ତ ବେହୋସ୍ ହୋଇପଡ଼ିଛନ୍ତି । ସେମାନଙ୍କୁ ଅସ୍ଥାୟୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।