IMD ଆଲର୍ଟ: ଆସୁଛି ଯୋଡ଼ା ଲଘୁଚାପ, ଓଡ଼ିଶାରେ 5 ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା
2025-06-28 8 Dailymotion
ଉତ୍ତରପୂର୍ବ ଆରବ ସାଗର ବାୟୁମଣ୍ଡଳ ଓ ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ 2ଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ ।