ପୁରୀ ଆସି ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ସେବା କରିବା ସୌଭାଗ୍ୟ ବୋଲି କହିଛନ୍ତି ।