ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ଗଲା ଜୀବନ । ପୁରୀ ଜିଲ୍ଲା ପ୍ରଶାସନର ଦାୟିତ୍ଵହୀନତା ଅଭିଯୋଗ ।