ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ । ଆଜି ମିଳିବ ଆଡ଼ପ ଅବଢ଼ା । ବନକଲାଗି ନୀତି ପାଇଁ ରାତି ୯ଟାରୁ ମଧ୍ୟରାତ୍ର ୨ଟା ଯାଏଁ ଦର୍ଶନ ବନ୍ଦ ।