ଯୁବ କଂଗ୍ରେସ ଗଣତାନ୍ତ୍ରିକ ଉପାୟରେ ମୁଖ୍ୟମନ୍ତ୍ରୀ ସରକାର ବାସ ଭବନ ଘେରାଉ କରିବାକୁ ଯାଇଥିବା ବେଳେ ଜଣେ ଆଇପିଏସ ଅଧିକାରୀଙ୍କ ଏଭଳି ବୟାନ ଗ୍ରହଣ ଯୋଗ୍ୟ ନୁହେଁ ।