ଗଞ୍ଜାମ ବ୍ରହ୍ମପୁରର ଯୁବ ମୂକ ବଧିର କ୍ରିକେଟ ଖେଳାଳି । ଭାରତୀୟ ଜାତୀୟ ଦଳର ଅଲରାଉଣ୍ଡର ଖେଳି ସାରିଛନ୍ତି ଦୁଇ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ ।