Surprise Me!

ଉତ୍ତର ବାଲେଶ୍ୱର ଓ ଯାଜପୁରରେ ବନ୍ୟା; ଜଣେ ମୃତ, ପାଣିରେ ବୁଡ଼ିଛି ଚାଷଜମି

2025-07-01 8 Dailymotion

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି, ଭୟଭୀତ ଅବସ୍ଥାରେ ଦଶରଥପୁର, ବିଂଝାରପୁର ଓ କୋରେଇ ବ୍ଲକ ବାସିନ୍ଦା। କମିଲେ କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Buy Now on CodeCanyon