ଅରୁଣ ସ୍ତମ୍ଭରୁ ଚାରିଦ୍ବାର, ପୂରା ଶ୍ରୀମନ୍ଦିର ମଡେଲ । କାର୍ଡବୋର୍ଡ ଓ କାଗଜରେ 8 ମାସରେ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିଛନ୍ତି ଦୃଷ୍ଟିବାଧିତ ଯୁବ ଶିଳ୍ପୀ ।