Surprise Me!

ରାସ୍ତା ପଚ ପଚ, 6 କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

2025-07-03 6 Dailymotion

ଦୁଃଖ ଶୁଣ ସରକାର, ପ୍ରସବ ବେଦନାଠୁ ବଳିପଡୁଛି ଖଟିଆରେ ଗର୍ଭବତୀଙ୍କୁ ବୋହିନେବା କଷ୍ଟ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଜନନୀ ଯନ୍ତ୍ରଣା।

Buy Now on CodeCanyon