ନାକଚଣା ଦ୍ଵାର ସମ୍ମୁଖରେ ଲାଗିଲା ତିନି ରଥ, ଆସନ୍ତା ଶନିବାର ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା
2025-07-03 3 Dailymotion
ଆରମ୍ଭ ହେଲା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ପ୍ରସ୍ତୁତି। ଶ୍ରୀଗୁଣ୍ଡିଚା ଆଡ଼ପ ମଣ୍ଡପରୁ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ । ଜାଣନ୍ତୁ କିପରି ହୋଇଛି ସମସ୍ତ ବ୍ୟବସ୍ଥା ?