Surprise Me!

ହାତୀର ଦାନ୍ତ ଲୁଟ୍‌ ଘଟଣାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

2025-07-03 0 Dailymotion

ସରଗରମ ବାଲେଶ୍ଵର ରାଜନୀତି। ଭାଷା ଶାଳୀନତା ଭୁଲିଲେ ନେତା। ହାତୀର ଦାନ୍ତ ଲୁଟ୍‌ ଘଟଣାକୁ ମୁହାଁମୁହିଁ ବିଜେଡି ନେତ୍ରୀ ଲେଖାଶ୍ରୀ ଏବଂ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ।

Buy Now on CodeCanyon