BMC ଅଫିସରେ ହଙ୍ଗାମା ଘଟଣାରେ ବାନ୍ଧିଲା ପୋଲିସ। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଜଗନ୍ନାଥ ପ୍ରଧାନଙ୍କୁ SDJM କୋର୍ଟରେ ହାଜର କରାଯାଇଥିଲା।