ପୁରୀ ଜଗନ୍ନାଥ ବାହୁଡ଼ା ଯାତ୍ରା 2025ରେ ରିଲିଜ ହେଲା ଓଡ଼ିଆ ଫିଲ୍ମ ନବକଳେବର । ଭାବବିହ୍ୱଳ ହେଲେ ନିର୍ଦ୍ଦେଶିକା । କହିଲେ 'ମହାପ୍ରଭୁ ନିଜେ ଏହି ଫିଲ୍ମର ନିର୍ଦ୍ଦେଶକ' ।