Surprise Me!

ଯୋଗାଣ ବିଭାଗର ଅଜବ ନୀତି: ରାସନକାର୍ଡରୁ ନାଁ କଟା ଯାଉଛି, ଯୋଡ଼ିଲା ବେଳକୁ ପୋର୍ଟାଲ ଖୋଲୁନି

2025-07-05 25 Dailymotion

ରାସନକାର୍ଡରେ ନାଁ ସଂଯୋଗ କରିବା ପାଇଁ ଖୋଲୁନି ପୋର୍ଟାଲ। ବର୍ଷେରୁ ଅଧିକ ହେଲାଣି ଏମିତି ଅଚଳାବସ୍ଥା ଲାଗି ରହିଛି । ଏଠି ନାଁ କାଟି ହେଉଛି, କିନ୍ତୁ ଯୋଡିବା ବେଳକୁ ପୋର୍ଟାଲ ଖୋଲୁନି ।

Buy Now on CodeCanyon