ସନ୍ତୋଷଙ୍କ ନାଁରେ ଲାଗିଛି ବିଏନଏସର 4ଟି ସଙ୍ଗୀନ ଦଫା। ନିଜକୁ ଅସୁରକ୍ଷିତ ମନେକରି ସରକାରଙ୍କୁ ସୁରକ୍ଷା ମାଗିଲେ ଲେଖାଶ୍ରୀ। ସେପଟେ ମାମଲା ନେଇ ଜବାବ ରଖିଲେ ବିଧାୟକ।