ବିନା ମାଟିରେ ଗହମ ଚାଷ । ରେଭେନ୍ସା ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ସହକାରୀ ପ୍ରଫେସରଙ୍କ ଗବେଷଣା ସଫଳ । ପେଟେଣ୍ଟ ପାଇଁ ଆବେଦନ ।