ଭାରତରେ ବନ୍ଦ ଡାକରା ଦିଆଯାଇଛି । ଟ୍ରେଡ୍ ୟୁନିୟନମାନଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷକ ସଂଗଠନ ବି ଯୋଗ ଦେଇଛନ୍ତି ।