ଓଡ଼ିଶାରେ ପ୍ରଥମ ଥର ମାଟି କଙ୍କାଡା ଚାଷ ହେଉଛି । ତାମିଲନାଡୁରୁ ଆସୁଛି କଙ୍କଡା ଜାଆଁଳ । ଖୁବଶୀଘ୍ର ପାରାଦ୍ବୀପରେ ଆରମ୍ଭ ହେବ କଙ୍କଡା ହ୍ୟାଚେରୀ ।