Surprise Me!

ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା କୋଟିଏ ଟଙ୍କାର ଏକ କ୍ୱିଣ୍ଟାଲ ରୁପା; ମହାରାଷ୍ଟ୍ରରୁ ବିହାର ଯାଉଥିଲା

2025-07-10 1 Dailymotion

ଯାଞ୍ଚ ସମୟରେ ଗାଡିରେ ଏକ ସିକ୍ରେଟ ଚେମ୍ବର ଭିତରେ 110 କେଜି ରୁପା ମିଳିଥିଲା । ସମ୍ବଲପୁରରୁ ୧୧୦ କେଜି ବେଆଇନ ରୁପା ଜବତ । ମହାରାଷ୍ଟ୍ରରୁ ବିହାର ଯାଉଥିଲା ।

Buy Now on CodeCanyon