ସମ୍ବଲପୁରରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଟ୍ରାନ୍ସଫରମକୁ ବଜ୍ରାଘାତ । ସହରରେ ପାନୀୟ ଜଳ ଯୋଗାଣରେ ଅଚଳାବସ୍ଥା, ପ୍ରାୟ 20 ହଜାର ପରିବାର ପ୍ରଭାବିତ !