ବିକଶିତ ରାଜ୍ୟଙ୍କୁ ପଛରେ ପକେଇଲା ଓଡିଶା । ଘରୋଇ ପୁଞ୍ଜି ନିବେଶରେ ପ୍ରଥମ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ।