ଚର୍ଚ୍ଚାରେ ଓଡ଼ିଆ ଅଭିନେତା ଅଂଶୁମାନ । ଓଡିଆ ଫିଲ୍ମ 'ନବକଳେବର'ରେ କଳାପାହାଡ଼ ସାଜି ଏବେ ସାଉଁଟିଛନ୍ତି ଲୋକପ୍ରିୟତା । ନିଜ କ୍ୟାରିଅର ଓ ଏହି ଚରିତ୍ରକୁ ନେଇ ଇଟିଭି ଭାରତରେ ବଖାଣିଛନ୍ତି ଅନୁଭୂତି ।