ସ୍ତ୍ରୀ ସହ ବିବାହ ବିଚ୍ଛେଦକୁ ନିଆରା ଢଙ୍ଗରେ ପାଳିଲେ ସ୍ବାମୀ । 40 ଲିଟର କ୍ଷୀରରେ ଗାଧୋଇବା ପରେ କହିଲେ ' ସବୁ ଧୋଇ ଦେଲି' ।