ବିଦ୍ୟୁତ ତାର ସଂସ୍ପର୍ଶ ଆସି ହାତୀର ମୃତ୍ୟୁ ଅଭିଯୋଗ । ସମ୍ବଲପୁରରେ ଗତବର୍ଷ ଅଗଷ୍ଟରୁ ଆଜି ପର୍ଯ୍ୟନ୍ତ 5ଟି ହାତୀର ମୃତ୍ୟୁ ହୋଇଛି ।