ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଘର ବାହୁଡ଼ା; କେତେବେଳେ ଓ କେଉଁଠି ଦେଖିବେ LIVE
2025-07-14 2 Dailymotion
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମହାକାଶରୁ ଆଜି ପୃଥିବୀ ଅଭିମୁଖେ ବାହାରିବେ । ତାଙ୍କ ଘର ବାହୁଡ଼ା ପ୍ରସ୍ତୁତିକୁ ଆପଣ ସିଧାସଳଖ ମହାକାଶରୁ ଲାଇଭ୍ ଦେଖିପାରିବେ। କେମିତି ଜାଣନ୍ତୁ...