Surprise Me!

'ଗଛ ବିଷ ନେଇ ଦିଏ ଅମୃତ', ୨୫ ବର୍ଷରେ ସୁବାସ ମହାରଣାଙ୍କ ବନୀକରଣ ମିଶନ

2025-07-15 50 Dailymotion

ସ୍କୁଲ ଶିକ୍ଷକଙ୍କ ପଦିଟିଏ କଥା ଦେଇଥିଲା ପ୍ରେରଣା । ରାଜନୀତି ସହ ପରିବେଶ ସୁରକ୍ଷା ଚିନ୍ତା । ବ୍ରହ୍ମପୁରରେ ଶିକ୍ଷାନୁଷ୍ଠାନ, ଅଫିସ, ରାସ୍ତା ଘାଟ ଏବଂ ଖୋଲା ପଡ଼ିଆରେ କରୁଛନ୍ତି ନିରନ୍ତର ବୃଷରୋପଣ ।

Buy Now on CodeCanyon