ଏଫ.ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ତେଜୁଛି ଅସନ୍ତୋଷ ନିଆଁ । 12 ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ 8 ବାମପନ୍ଥୀ ଦଳ ।